or_obs-tn/content/34/06.md

1.2 KiB

କାହାଣୀ

ଦେଖ ଆପଣ ଏହି ଶବ୍ଦକୁ କିପରି ଏଠାରେ ଅନୁବାଦ କରିଅଛ34-01

ନିଜର ଉତ୍ତମ କାର୍ଯ୍ୟରେ ଭରସା କଲେ

ତାହା ହେଉଛି, “ସେମାନେ ବିଶ୍ୱାସ କଲେ ଯେ ସେମାନଙ୍କର ଉତ୍ତମ କାର୍ଯ୍ୟ ସେମାନଙ୍କୁ ଧାର୍ମିକ କରେ” କିମ୍ବା, "ସେମାନେ ଗର୍ବିତ ଥିଲେ ଯେ ସେମାନେ କିପରି ସିଦ୍ଧତା ଭାବରେ ପରମେଶ୍ଵରଙ୍କ ନିୟମଗୁଡ଼ିକୁ ରଖିଲେ" କିମ୍ବା, "ବିଶ୍ୱାସ କଲେ ଯେ ସେମାନଙ୍କର ଉତ୍ତମ କାର୍ଯ୍ୟ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ପ୍ରତି ସନ୍ତୁଷ୍ଟ କରେ ।"

ଅନ୍ୟ ଲୋକଙ୍କୁ ତୁଚ୍ଛ କଲେ

ତାହା ହେଉଛି, “ଅନ୍ୟକୁ ନିଜଠାରୁ ଛୋଟ ମନେ କଲେ“ କିମ୍ବା, “ନୀଚ୍ଚ ଭାବରେ ଅନ୍ୟ ଲୋକଙ୍କୁ ଦେଖିଲେ ।”