or_obs-tn/content/34/03.md

1.5 KiB

କାହାଣୀ

ଦେଖ ଆପଣ ଏହି ଶବ୍ଦକୁ କିପରି ଏଠାରେ ଅନୁବାଦ କରିଅଛ34-01

ଖମୀର

ଏହା ମଧ୍ୟ ଏହିପରି ଅନୁବାଦ ହୋଇପାରେ ଯେମିତି, ”ଖମୀର” କିମ୍ବା ”ଟିକିଏ ମାତ୍ର ଖମୀର ।" ଏହାକୁ ରୋଟୀ ବନାଇବା ସମୟରେ ରୋଟୀକୁ ଫୁଲାଇବା ପାଇଁ ମିଶନ୍ତି । ଟିକିଏ ମାତ୍ର ଖମୀରକୁ ବହୁତ ମଇଦାରେ ମିସାଇଲେ ମଧ୍ୟ ତାହା ସବୁକୁ ଫୁଲାଇଦିଏ ।

ଚକଟା ମଇଦା

ଏହା ମଇଦା ଏବଂ ତେଲଦେଇ ମିଶ୍ରଣ କରାଯାଏ ଯେପରି ଏହାକୁ ଆକାର ଦେଇ ରୋଟୀ ତିଆରି କରାଯାଇପାରିବ । ଯଦି ଚକଟା ମଇଦା ବା ମଇଦା ପାଇଁ ତୁମ ଭାଷାରେ କିଛି ଶବ୍ଦ ନାହିଁ, ତାହେଲେ ଅନ୍ୟ କିଛି ଶବ୍ଦ ବ୍ୟବହାର କରାଯାଇ ପାରିବ ଯଥା ଶସ୍ୟର ଗୁଣ୍ଡ ।"

ଏହା ସବୁ ଚକଟା ମଇଦାରେ ବିସ୍ତାର ହୁଏ

ତାହା ହେଉଛି, “ମଇଦାର ସବୁ ଖମୀରରେ ମିଶ୍ରିତ ହୋଇଛି” କିମ୍ବା, “ଖମୀର ସବୁ ମଇଦାରେ ପ୍ରସାରିତ ହୋଇଛି ।”