or_obs-tn/content/34/02.md

928 B

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ସୋରିଷ ଦାନା

ଦେଖ ଆପଣ ଏହି ଶବ୍ଦକୁ ଏଠାରେ କିପରି ଅନୁବାଦ କରିଅଛନ୍ତି34-01

ବଢିବା

“ଏକ ପରିପକ୍ୱ ବୃକ୍ଷକୁ” ଆପଣ ଏହାକୁ ଯୋଗ କରିବାକୁ ଇଚ୍ଛା କରିପାରନ୍ତି ।

ବଗିଚାର ଗଛଗୁଡିକ

ଏହା ଏହିପରି ମଧ୍ୟ ଅନୁବାଦ ହୋଇପାରେ ଯେମିତି, "ଗଛ ଯାହାକୁ କେବଳ ବଗିଚାରେ ଲଗାଯାଏ ।"

ବିଶ୍ରାମ ନେବା

ଏହା ଏହିପରି ମଧ୍ୟ ଅନୁବାଦ ହୋଇପାରେ ଯେମିତି, “ଉପରେ ବସିବା” କିମ୍ବା, “ଉପରେ ବସା ବାନ୍ଧିବା ।”