5 lines
787 B
Markdown
5 lines
787 B
Markdown
|
|
# ଦିନେ
|
|
ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷାଗୁଡିକ ଏକାପରି ଏକ ସତ୍ୟ କାହାଣୀ କହି ଆରମ୍ଭ କରନ୍ତି ।
|
|
# ଗରାଶୀୟ ଲୋକମାନେ
|
|
ଗରାଶୀୟ ଲୋକମାନେ ଗାଲିଲୀ ସମୁଦ୍ରର ପଶ୍ଚିମ କୁଳ ଅଂଚଳରେ ବାସ କରୁଥିଲେ । ସେମାନେ ଯିହୂଦୀର ବଂଶଧର ଅଟନ୍ତି, ମାତ୍ର ଆମେ ସେମାନଙ୍କର ବିଷୟରେ ଅଳ୍ପ ତଥ୍ୟ ଜାଣୁ । |