or_obs-tn/content/32/01.md

787 B

ଦିନେ 

ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷାଗୁଡିକ ଏକାପରି ଏକ ସତ୍ୟ କାହାଣୀ କହି ଆରମ୍ଭ କରନ୍ତି ।

ଗରାଶୀୟ ଲୋକମାନେ

ଗରାଶୀୟ ଲୋକମାନେ ଗାଲିଲୀ ସମୁଦ୍ରର ପଶ୍ଚିମ କୁଳ ଅଂଚଳରେ ବାସ କରୁଥିଲେ । ସେମାନେ ଯିହୂଦୀର ବଂଶଧର ଅଟନ୍ତି, ମାତ୍ର ଆମେ ସେମାନଙ୍କର ବିଷୟରେ ଅଳ୍ପ ତଥ୍ୟ ଜାଣୁ ।