or_obs-tn/content/31/01.md

5 lines
575 B
Markdown

# ସେ ଲୋକମାନକୁ ବିଦାୟ ଦେଲେ 
ଏହାକୁ ଅନ୍ୟ ଭାବରେ କହିବାକୁ ଗଲେ “ସେ ଲୋକସମୂହକୁ ସେମାନଙ୍କ ରାସ୍ତାରେ ପଠାଇଦେଲେ" କିମ୍ବା, "ସେ ଜନଗହଳିର ଲୋକମାନଙ୍କୁ ସେମାନଙ୍କର ଗୃହକୁ ଫେରିଜିବା ପାଇଁ କହିଲେ ।”
# ପର୍ବତ ଅଞ୍ଚଳ
ତାହା ହେଉଛି, "ଏକ ପର୍ବତର ପାର୍ଶ୍ଵସ୍ଥାନ ।"