or_obs-tn/content/31/01.md

575 B

ସେ ଲୋକମାନକୁ ବିଦାୟ ଦେଲେ 

ଏହାକୁ ଅନ୍ୟ ଭାବରେ କହିବାକୁ ଗଲେ “ସେ ଲୋକସମୂହକୁ ସେମାନଙ୍କ ରାସ୍ତାରେ ପଠାଇଦେଲେ" କିମ୍ବା, "ସେ ଜନଗହଳିର ଲୋକମାନଙ୍କୁ ସେମାନଙ୍କର ଗୃହକୁ ଫେରିଜିବା ପାଇଁ କହିଲେ ।”

ପର୍ବତ ଅଞ୍ଚଳ

ତାହା ହେଉଛି, "ଏକ ପର୍ବତର ପାର୍ଶ୍ଵସ୍ଥାନ ।"