or_obs-tn/content/29/09.md

1.4 KiB

ତାହାପରେ ଯୀଶୁ କହିଲେ 

କେତେକ ଭାଷାମାନ, "ତାଙ୍କ ଶିଷ୍ୟମାନଙ୍କୁ."

ଯୋଡି ଥାଇ ପାରନ୍ତି ଏହା

"ଏହା" ନିର୍ଦୟ ଦାସକୁ ଯେପରି ରାଜା ଦଣ୍ଡ ଦେଲେ, ଏହା ତାହାକୁ ଦର୍ଶାଏ 29-08.

ମୋର ସ୍ବର୍ଗସ୍ଥ ପିତା 

ତାହା ହେଉଛି, "ସ୍ଵର୍ଗରେ ମୋହର ପିତା." ଯୀଶୁ ତାଙ୍କର ପରମେଶ୍ଵର ପିତାଙ୍କ ସହିତ ସମ୍ପର୍କକୁ ବିଶେଷ ପ୍ରକାଶ କରିଛନ୍ତି.

ତୁମ ଭାଇ 

ଆପଣ ଏହାକୁ ରେ କିପରି ଅନୁବାଦ କରିଅଛନ୍ତି ତାହା ଦେଖନ୍ତୁ । 29-01.

ତୁମ ହୃଦୟରୁ 

ତାହା ହେଉଛି, "ସଚ୍ଚୋଟ ସହିତ" କିମ୍ବା, "ସତ୍ୟରେ" କିମ୍ବା, "ନିଷ୍କପଟତା" କିମ୍ବା, "ସଚ୍ଚୋଟ ଭାବେ."

ଏକ ବାଇବଲରୁ କାହାଣୀ\  

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: