or_obs-tn/content/29/03.md

5 lines
680 B
Markdown

(ଯୀଶୁ କାହାଣୀ କହିବା ଜାରି ରଖିଲେ .)
# ପାଉଣା ପରିଶୋଧ କରିବା 
ତାହା ହେଉଛି, "ରାଜାଙ୍କ ଠାରୁ କାର୍ଯ କରିଥିବା ଟଙ୍କାକୁ ପରିଶୋଧ କରିବା."
# ତାଙ୍କ ଋଣ ପରିଶୋଧ କରିବା ପରେ 
ଏହାକୁ ଏପରି ଅନୁବାଦ କରାଯାଇପାରେ, " ଏବଂ ସେମାନଙ୍କୁ ବିକ୍ରୟ କଲା ପରେ ଯାହା ଟଙ୍କା ପାଇବ, ତାହା ଋଣ ପରିସୋଧ କରିବା ପାଇଁ ବ୍ୟବହାର କରିବା"