or_obs-tn/content/29/03.md

680 B

(ଯୀଶୁ କାହାଣୀ କହିବା ଜାରି ରଖିଲେ .)

ପାଉଣା ପରିଶୋଧ କରିବା 

ତାହା ହେଉଛି, "ରାଜାଙ୍କ ଠାରୁ କାର୍ଯ କରିଥିବା ଟଙ୍କାକୁ ପରିଶୋଧ କରିବା."

ତାଙ୍କ ଋଣ ପରିଶୋଧ କରିବା ପରେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, " ଏବଂ ସେମାନଙ୍କୁ ବିକ୍ରୟ କଲା ପରେ ଯାହା ଟଙ୍କା ପାଇବ, ତାହା ଋଣ ପରିସୋଧ କରିବା ପାଇଁ ବ୍ୟବହାର କରିବା"