5 lines
1019 B
Markdown
5 lines
1019 B
Markdown
|
|
# ଲୋକମାନଙ୍କ ନିମନ୍ତେ ଏହା ଅସମ୍ଭବ
|
|
ତାହା ହେଉଛି, "ଲୋକମାନେ ଏହା କରିବା ଅସମ୍ଭବ ଅଟେ" କିମ୍ବା, "କେବଳ ମନୁଷ୍ୟମାନେ ସେମାନଙ୍କୁ ନିଜକୁ ରକ୍ଷା କରିପାରିବେ ନାହିଁ."
|
|
# ପରମେଶ୍ଵରଙ୍କ ସହିତ, ସମସ୍ତ ବିଷୟ ସମ୍ଭବ
|
|
ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ଵର ସମସ୍ତ କରିବାକୁ ସମର୍ଥ ଅଟନ୍ତି, ଏପରିକି ଧନୀ ବ୍ୟକ୍ତିକୁ ରକ୍ଷା କରିପାରିବେ" କିମ୍ବା "ଅସମ୍ଭାବ୍ ବିଷୟ କରିବା ପାଇଁ ପରମେଶ୍ଵର ସମର୍ଥ ଅଟନ୍ତି, ତେଣୁ ସେ ଏପରିକି ଧନୀ ଲୋକଙ୍କୁ ମଧ୍ୟ ରକ୍ଷା କରିପାରିବେ" |