or_obs-tn/content/28/08.md

1019 B

ଲୋକମାନଙ୍କ ନିମନ୍ତେ ଏହା ଅସମ୍ଭବ 

ତାହା ହେଉଛି, "ଲୋକମାନେ ଏହା କରିବା ଅସମ୍ଭବ ଅଟେ" କିମ୍ବା, "କେବଳ ମନୁଷ୍ୟମାନେ ସେମାନଙ୍କୁ ନିଜକୁ ରକ୍ଷା କରିପାରିବେ ନାହିଁ."

ପରମେଶ୍ଵରଙ୍କ ସହିତ, ସମସ୍ତ ବିଷୟ ସମ୍ଭବ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ଵର ସମସ୍ତ କରିବାକୁ ସମର୍ଥ ଅଟନ୍ତି, ଏପରିକି ଧନୀ ବ୍ୟକ୍ତିକୁ ରକ୍ଷା କରିପାରିବେ" କିମ୍ବା "ଅସମ୍ଭାବ୍ ବିଷୟ କରିବା ପାଇଁ ପରମେଶ୍ଵର ସମର୍ଥ ଅଟନ୍ତି, ତେଣୁ ସେ ଏପରିକି ଧନୀ ଲୋକଙ୍କୁ ମଧ୍ୟ ରକ୍ଷା କରିପାରିବେ"