or_obs-tn/content/28/01.md

2.3 KiB

ଦିନେ 

ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ. ଅନେକ ଭାଷା ଗୁଡିକ ଏକ ସତ୍ୟ କାହାଣୀ କହିବାକୁ ଆରମ୍ଭ କରିବା ପାଇଁ ଏକାପରି କରିଥାନ୍ତି.

ଧନୀ ଯୁବା ଶାସକ 

ଏହି ବ୍ୟକ୍ତିଟି ପୂର୍ବରୁ ଧନୀ, ଶକ୍ତିଶାଳୀ, ରାଜନୈତିକ ପଦାଧିକାରୀ ଥିଲେ, ଯଦିଓ ସେ ଏକ ଯୁବା ଥିଲେ.

ଯୀଶୁଙ୍କ ନିକଟକୁ ଆସିଲେ 

ତାହା ହେଉଛି, "ଯାଉଥିଲେ ଯୀଶୁଙ୍କ ନିକଟକୁ ଆସିଲେ "

ଉତ୍ତମ ଗୁରୁ 

ତାହା ହେଉଛି, "ଧାର୍ମିକ ଗୁରୁ." ସେ ଏହା କହୁ ନ ଥିଲେ ଯେ ଯୀଶୁ ଜଣେ ସାଧାରଣ ଗୁରୁ ଅଟନ୍ତି.

ଅନନ୍ତଜୀବନ ପାଇବା ପାଇଁ 

ଏହାର ଅର୍ଥ, "ଅନନ୍ତ ଜୀବନ ପାଇବା" କିମ୍ବା"ପରମେଶ୍ଵରଙ୍କ ସହିତ ଚରକାଳ ବାସ କରିବା" "ଅନନ୍ତ ଜୀବନ" କୁ ମଧ୍ୟ କିପରିଭାବେ  27-01 ରେ ଅନୁବାଦ କରାଯାଇଅଛି ଏବଂ ତାହାର ଟିପ୍ପଣୀକୁ ମଧ୍ୟ ଦେଖନ୍ତୁ

"କାହିଁକି ମୋତେ ଉତ୍ତମ ଗୁରୁ କହୁଅଚ୍ଛ?”

ଯୀଶୁ ଯେ ନିଜେ ଇଶ୍ଵର ବୋଲୀ ଅସ୍ବିକାର କରୁ ନାହାନ୍ତି ବରଂ, ସେହି ଶାସକ ଜାଣନ୍ତୁ ଯେ ଯୀଶୁ ଇଶ୍ଵର ଅଟନ୍ତି ବୋଲି ସେ ଚାହୁଁଥିଲେ

ଜଣେ ମାତ୍ର ଉତ୍ତମ ଅଟନ୍ତି ଓ ସେ ହେଉଛନ୍ତି ଈଶ୍ଵର

ଅନ୍ୟ ଏକ ପ୍ରକାରେ କହିଲେ ଏହା ଏପରି ହେବ, "ଜଣେ ମାତ୍ର ଉତ୍ତମ ଏବଂ ସେ ସତ୍ୟ ଇଶ୍ଵର ଅଟନ୍ତି" କିମ୍ବା "ଇଶ୍ଵର କେବଳ ଏକ ମାତ୍ର ଯିଏ ସତ୍ୟରେ ଉତ୍ତମ।