or_obs-tn/content/27/11.md

2.6 KiB

ନିପୁଣ ବ୍ୟବସ୍ଥାଶାସ୍ତ୍ରଜ୍ଞ  

ତାହା ହେଉଛି, "ଯିହୁଦୀ ବ୍ୟବସ୍ଥାର ନିପୁଣ." ଆପଣ ଏହାକୁ  27-01.ରେ କିପରି ଅନୁବାଦ କରିଅଛନ୍ତି ତାହା ଦେଖନ୍ତୁ ।

ତିନିଜଣ ପୁରୁଷ ମାନେ 

ତିନିଜଣ ପୁରୁଷ ମାନେ ଥିଲେ ଯାଜକ, ଲେବୀୟ, ଓ ଶମିରୋଣୀୟ. ପ୍ରତିବାସୀ - ଯୀଶୁ ଏହି "ପ୍ରତିବାସୀ" ପଦଟିକୁ ବ୍ୟାପ୍ତରୁପକ ଚେତନା ସହିତ  27-02ବ୍ୟବହାର କରିଛନ୍ତି . "ପ୍ରତିବାସୀ" ଏଠାରେ କୌଣସି ବ୍ୟକ୍ତିକୁ ସୁଚାଏ ଯାହାକୁ ଆମ୍ଭର ସାହାଯ୍ୟ ନିତାନ୍ତ ଆବଶ୍ୟକ ହୋଇଥାଏ

ଏକ ପ୍ରତିବାସୀ ଥିଲେ  

ଏହାକୁ ମଧ୍ୟ ଏପରି ଅନୁବାଦ କରାଯାଇପାରେ, "ଏକ ପ୍ରତିବାସୀ ପରି ବ୍ୟବହାର କରିବା" କିମ୍ବା, "ଏକ ବନ୍ଧୁ ଥିଲା" କିମ୍ବା, "ପ୍ରେମ ପରି ଅଭିନୟ କରୁଥିଲେ". ଆପଣ "ପ୍ରତିବାସୀ" ପଦଟିକୁ  27-02 and [27-03].କିପରି ଅନୁବାଦ କରିଛନ୍ତି, ତାହାକୁ ଦେଖନ୍ତୁ ।

ତୁମକୁ ଯାଅ ଓ କରିବ 

ତାହା ହେଉଛି, "ତୁମେ ମଧ୍ୟ, ଯାଅ ଓ କରିବ" କିମ୍ବା, "ବର୍ତ୍ତମାନ ତୁମକୁ କରିବା ଉଚିତ୍." ଯୀଶୁ ମଧ୍ୟ ବ୍ୟବସ୍ଥା ଶାସ୍ତ୍ରଜ୍ଞକୁ ଶମିରିଣୀୟ ପରି ମାରିବାକୁ କହିଲେ.

ଏହିପରି କର 

ତାହା ହେଉଛି, "ଅନ୍ୟକୁ ପ୍ରେମ କର, ଏପରିକି ତୁମମାନଙ୍କ ଶତ୍ରୁମାନଙ୍କୁ ମଧ୍ୟ." ନିଶ୍ଚିତ କରନ୍ତୁ ତାହା ଯେପରି "ସେହିପରି" କେବଳ ଆଘାତ ହୋଇ ପଡିଥିବା ବ୍ୟକ୍ତିକୁ କେବଳ ସୁଚାଉଥିବା ଭଳି ଶୁଭା ନ ଯାଏ

ଏକ ବାଇବଲରୁ କାହାଣୀ\

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: