or_obs-tn/content/27/04.md

929 B

ଏହିପରି ଦୃଶ୍ୟର ଚାରିପଟେ ଥିବା ମେଘ ପରି ଫ୍ରେମ୍ ସୁଚାଏ ଯେ ଯୀଶୁ ଏହି କାହାଣୀକୁ କହୁଛନ୍ତି, ଏହ ଏକ ଐତିହାସିକ ଘଟଣା ପରି ବର୍ଣନା କରିବା ଆବଶ୍ୟକ ନୁହେଁ ବ୍ୟବସ୍ଥା ନିପୁଣତା- ଆପଣ ଏହାକୁ  27-01.ରେ କିପରି ଅନୁବାଦ କରିଅଛନ୍ତି ତାହା ଦେଖନ୍ତୁ ।

ଯିରୁଶାଲମରୁ ଯିରୀହୋକୁ 

କେତେକ ଭାଷାରେ ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ଯିରୁଶାଲମ ନଗରରୁ ଯିରୀହୋ ନଗରକୁ" କିମ୍ବା, "ଠାରୁ ଯିରୁଶାଲମ ନଗରରୁ ଯିରୀହୋ ନଗରକୁ."