or_obs-tn/content/27/03.md

938 B

ନିପୁଣ ବ୍ୟବସ୍ଥାଶାସ୍ତ୍ରଜ୍ଞ  

ତାହା ହେଉଛି, "ଯିହୁଦୀ ବ୍ୟବସ୍ଥାର ନିପୁଣ." ଆପଣ ଏହାକୁ  27-01.ରେ କିପରି ଅନୁବାଦ କରିଅଛନ୍ତି ତାହା ଦେଖନ୍ତୁ ।

କିଏ ମୋର ପ୍ରତିବାସୀ? 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "'ପ୍ରତିବାସୀର ଅର୍ଥ ତୁମେ କଣ ବୁଝୁଛ?" କିମ୍ବା, "କେଉଁମାନେ ମୋର ପ୍ରତିବାସୀ ଅଟନ୍ତି?" ସେ ଜାଣିଥିଲେ ଯେ ସେ ସମସ୍ତଙ୍କୁ ପ୍ରେମ କରନ୍ତି ନାହିଁ, ଏବଂ ପଚାରୁଥିଲେ କୌନ୍ ଲୋକମାନଙ୍କୁ ସେ ପ୍ରେମ କରିବା ଆବଶ୍ୟକ.