or_obs-tn/content/26/07.md

1.1 KiB

ଉପାସନାର ସ୍ଥାନ 

ତାହା ହେଉଛି, "ଏକ କୋଠରୀ ଯେଉଁସ୍ଥାନରେ ଯିହୁଦୀମାନେ ପରମେଶ୍ଵରଙ୍କୁ ଉପାସନା କରୁଥିଲେ " ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "ଆରାଧନାଳୟ." ଆପଣ ସେଠାରେ କିପରି ଅନୁବାଦ କରିଛନ୍ତି  26-02.ତାହାକୁ ଦେଖନ୍ତୁ ।

କିନ୍ତୁ ଯୀଶୁ ଜନଗହଳି ମଧ୍ୟ ଦେଇ ଚାଲିଗଲେ 

"କିନ୍ତୁ ଦୃଢ ପ୍ରତିରୋଧ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଅନୁବାଦ କରାଯାଇପାରେ ଯଥା "କିନ୍ତୁ ପରିବର୍ତ୍ତେ" କିମ୍ବା "ଯେପରିକି" ଲୋକମାନେ ଯୀଶୁଙ୍କୁ ଯାହା କରିବାକୁ ଯୋଜନା କରିଥିଲେ, ସେମାନେ ତାହା କରିପାରିଲେ ନାହିଁ, ତାହା ଦେଖାଇବାକୁ ଚାହୁଥିଲେ