or_obs-tn/content/26/02.md

1.5 KiB

ଉପାସନାର ସ୍ଥାନ 

ତାହା ହେଉଛି, "ଏକ ଆଳୟ.ଯେଉଁସ୍ଥାନରେ ଯିହୁଦୀମାନେ ପରମେଶ୍ଵରଙ୍କୁ ଉପାସନା କରୁଥିଲେ " ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "ଆରାଧନାଳୟ."

ନଳାକାର ପୁସ୍ତକ 

ଏହା ଏକ ଲମ୍ବା କାଗଜ ଖଣ୍ଡ ଥିଲା କିମ୍ବା ଚମଡା ଯାହା ଗୁଡା ହୋଇଥିଲା ଏବଂ ଏହା ଉପରେ ଲେଖାହୋଇଥିଲା

ଭବିଷ୍ୟତବକ୍ତା ଯିଶାଇୟଙ୍କ ନଳାକାର ପୁସ୍ତକ 

ତାହା ହେଉଛି, "ନଳାକାର ପୁସ୍ତକ ଯେଉଁଥିରେ ଭାବବାଦୀ ଯିଶାଇୟ ଲେଖିଥିବା ଶବ୍ଦ ରହିଅଛି." ଶହ ଶହ ବର୍ଷ ପୂର୍ବରୁ ଯିଶାଇୟ ନଳାକାର ପୁସ୍ତକରେ ଲେଖିଥିଲେ . ଏହା ସେ ନଳାକାର ପୁସ୍ତକର ଏକ ଅନ୍ୟ ଏକ କପି ଅଟେ ।

ନଳାକାର ପୁସ୍ତକକୁ ଖୋଲିଲେ 

ଏହାକୁ ଏପରି ଅନୁବାଦ କରାଯାଇପାରେ ."ଗୁଡାହୋଇଥିବା ପୁସ୍ତକକୁ ଖୋଲିଲେ" କିମ୍ବା "ଗୁଡାହୋଇଥିବା ପୁସ୍ତକକୁ ଉନ୍ମୁକ୍ତ କଲେ