or_obs-tn/content/26/02.md

9 lines
1.5 KiB
Markdown

# ଉପାସନାର ସ୍ଥାନ 
ତାହା ହେଉଛି, "ଏକ ଆଳୟ.ଯେଉଁସ୍ଥାନରେ ଯିହୁଦୀମାନେ ପରମେଶ୍ଵରଙ୍କୁ ଉପାସନା କରୁଥିଲେ " ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "ଆରାଧନାଳୟ."
# ନଳାକାର ପୁସ୍ତକ 
ଏହା ଏକ ଲମ୍ବା କାଗଜ ଖଣ୍ଡ ଥିଲା କିମ୍ବା ଚମଡା ଯାହା ଗୁଡା ହୋଇଥିଲା ଏବଂ ଏହା ଉପରେ ଲେଖାହୋଇଥିଲା
# ଭବିଷ୍ୟତବକ୍ତା ଯିଶାଇୟଙ୍କ ନଳାକାର ପୁସ୍ତକ 
ତାହା ହେଉଛି, "ନଳାକାର ପୁସ୍ତକ ଯେଉଁଥିରେ ଭାବବାଦୀ ଯିଶାଇୟ ଲେଖିଥିବା ଶବ୍ଦ ରହିଅଛି." ଶହ ଶହ ବର୍ଷ ପୂର୍ବରୁ ଯିଶାଇୟ ନଳାକାର ପୁସ୍ତକରେ ଲେଖିଥିଲେ . ଏହା ସେ ନଳାକାର ପୁସ୍ତକର ଏକ ଅନ୍ୟ ଏକ କପି ଅଟେ ।
# ନଳାକାର ପୁସ୍ତକକୁ ଖୋଲିଲେ 
ଏହାକୁ ଏପରି ଅନୁବାଦ କରାଯାଇପାରେ ."ଗୁଡାହୋଇଥିବା ପୁସ୍ତକକୁ ଖୋଲିଲେ" କିମ୍ବା "ଗୁଡାହୋଇଥିବା ପୁସ୍ତକକୁ ଉନ୍ମୁକ୍ତ କଲେ