or_obs-tn/content/25/07.md

1.4 KiB

ମୋ ଠାରୁ ଦୂର ହୁଅ 

ଏହା ମଧ୍ୟ ଏପରି ଅନୁବାଦ ହୋଇପାରେ , "ମୋତେ ଛାଡ" କିମ୍ବା, "ମୋତେ ଏକାକୀ ଛାଡ."

ଈଶ୍ଵରଙ୍କ ବାକ୍ୟରେ ଲୋକମାନଙ୍କୁ କୁହାଯାଇଛି ‘ତୁମ୍ଭେ କେବଳ ତୁମ୍ଭ ପ୍ରଭୁ ଈଶ୍ଵରଙ୍କର ହିଁ ଉପାସନା କରିବ ଓ ତାହାଙ୍କର ସେବା କରିବ ।”  

ଏହାକୁ ପରୋକ୍ଷ ଭାବରେ ଲେଖାଯାଇପାରେ, ଇଶ୍ଵରଙ୍କ ବାକ୍ୟରେ ସେ ଆମ୍ଭମାନଙ୍କୁ ଆଜ୍ଞା ଦିଅନ୍ତି ଯେ ଆମ୍ଭେମାନେ ପ୍ରଭୁ ଇଶ୍ଵରଙ୍କୁ ଉପାସନା ଏବଂ ସେବା

କରିବା ଉଚିତ୍, ଯିଏ ଆମ୍ଭ ଉପରେ ଶାସନ କରନ୍ତି ପ୍ରଭୁ ତୁମମାନଙ୍କ ପରମେଶ୍ଵର

ଏହି ବାକ୍ୟାଂଶକୁ ଯେପରି ତୁମ୍ଭେ କରିଥିଲ, ସେପରି ଅନୁବାଦ କର  25-05.

ଏବଂ ତାହାଙ୍କ କେବଳ ସେବା କର  

ଏହାକୁ ଅନ୍ୟ ଭାବରେ କହିଲେ ଏପରି ହେବ “ସେ ମାତ୍ର ଜଣେ ଯାହାକୁ ଆମ୍ଭେ ସେବା କରିବା ଉଚିତ୍ ।”