or_obs-tn/content/25/05.md

1.5 KiB

ସେ କହିଲେ “ଈଶ୍ଵରଙ୍କ ବାକ୍ୟରେ, ସେ ତାହାଙ୍କ ଲୋକମାନଙ୍କୁ ଆଦେଶ ଦିଅନ୍ତି ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ ।”  

ଏହାକୁ ପ୍ରତ୍ୟକ୍ଷ ଭାବରେ ଅନୁବାଦ କରାଯାଇପାରିବ "ପରମେଶ୍ଵର ଆମ୍ଭକୁ ଆଜ୍ଞା ଦିଅନ୍ତି ଯେ ତାଙ୍କ ବାକ୍ୟ ଯେ ଆମେ ଆମ ପରମେଶ୍ଵରଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ."

ତୁମ୍ବେ ଆପଣା ପରମେଶ୍ଵରଙ୍କ ପରୀକ୍ଷା କର ନାହିଁ 

ଏହାକୁ ଏପରି ଅନୁବାଦ କରାଯାଇପାରିବ, "ପ୍ରଭୁ ତୁମ୍ଭ ପରମେଶ୍ଵର ସ୍ବୟଂ ପ୍ରମାଣ କରାଇବାକୁ ଦିଅ ନାହିଁ" କିମ୍ବା, "ପ୍ରଭୁ ପରମେଶ୍ଵର ଯେ ଉତ୍ତମ ଅଟନ୍ତି ତାହା ପ୍ରମାଣ କରିବାକୁ ଚାହ ନାହିଁ."

ପ୍ରଭୁ ତୁମମାନଙ୍କ ପରମେଶ୍ଵର 

ତାହା ହେଉଛି, "ସଦାପ୍ରଭୁ, ତୁମମାନଙ୍କ ପରମେଶ୍ଵର" କିମ୍ବା, "ସଦାପ୍ରଭୁ, ଯିଏ ପରମେଶ୍ଵର ଅଟନ୍ତି ଓ ଯାହାର ତୁମ ଉପରେ ଅଧିକାର ଅଛି."