or_obs-tn/content/25/03.md

979 B

ରୋଟି

ନିଶ୍ଚିତ କରନ୍ତୁ ଯେ ଆପଣ ସେହି ସମାନ ଶବ୍ଦର "ରୋଟୀ" ର ଅନୁବାଦ ସେହିପରି କରିଛନ୍ତି ଯେପରି ଏହିଠାରେ କରିଥିଲେ  25-02.

କିନ୍ତୁ ସେମାନଙ୍କୁ ପରମେଶ୍ବର କହିଥିବା ପ୍ରତ୍ୟେକ ବାକ୍ୟ ଆବଶ୍ୟକ! 

ଅନ୍ୟପ୍ରକାରେ ଅନୁବାଦ କଲେ ଏହା ହେବ, "ବରଂ,ପରମେଶ୍ଵର କହୁଥିବା କଥା ଲୋକମାନେ ଶୁଣିବାକୁ ଏବଂ ଆଜ୍ଞା ପାଳନ କରିବା ଆବଶ୍ୟକ" କିମ୍ବା, "ବରଂ, ପରମେଶ୍ଵର କହନ୍ତି, ଯଦି ଲୋକମାନେ ବିଶ୍ଵାସ କରିବେ ଏବଂ ପାଳନ କରିବେ, ତାହାହେଲେ ପ୍ରକୃତ ଜୀବନ ପାଇବେ."