or_obs-tn/content/25/02.md

776 B

ଏହି ପଥରଗୁଡିକୁ ରୋତିରେ ଅରିନତ କର 

ଏହାକୁ ମଧ୍ୟ ଏପରି ଭାବରେ ଅନୁବାଦ କରାଯାଇପାରେ "ଏହି ପଥରକୁ ରୋତୀ କର" କିମ୍ବା, "ଅଲୌକିକ ଭାବରେ ଏହି ପଥରକୁ ରୋଟିରେ ପରିଣତ କର."

ରୋଟି 

ଏହାକୁ ଏପରି ଅନୁବାଦ କରାଯାଇପାରିବ "ଖାଦ୍ୟ" ଅନ୍ୟ ଭାଷାମାନଙ୍କ ନିମନ୍ତେ ରୋତୀ ଏକ ସାଧାରଣ ଖାଦ୍ୟ ହୋଇ ନ ପାରେ . ରେ ଯିହୂଦୀମାନଙ୍କ' ପରମ୍ପରାରେ, ରୋଟି ଏକ ମୁଖ୍ୟ ଖାଦ୍ୟା ଥିଲା