or_obs-tn/content/24/02.md

1.1 KiB

ମରୁପ୍ରାନ୍ତର

ଆପଣ ଏହି ପଦକୁ 24-01ରେ କିପରି ଭାବରେ ଅନୁବାଦ କରିଛନ୍ତି, ଦେଖନ୍ତୁ

ଅନୁତାପ 

ଏହାକୁ ଭଲ ଭାବରେ କହିଲେ , "ତୁମ୍ଭମାନଙ୍କ ପାପରୁ ମନପରିବର୍ତ୍ତନ."

ପରମେଶ୍ଵରଙ୍କ ରାଜ୍ୟ ସନ୍ନିକଟ

ତାହା ହେଉଛି, "ପରମେଶ୍ଵରଙ୍କ ରାଜ୍ୟ ଅଛନ୍ତି ପ୍ରକାଶିତ ହେବାକୁ ପ୍ରସ୍ତୁତ" କିମ୍ବା, "ପରମେଶ୍ଵରଙ୍କ ରାଜ୍ୟ ଶୀଘ୍ର ଆସିବା" ଏହା ପରମେଶ୍ଵଙ୍କର ଶାସନ ଲୋକମାନଙ୍କ ଉପରେ" ବୋଲି ଦର୍ଶାଏ. ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ପରମେଶ୍ଵଙ୍କର ଶାସନ ଆରମ୍ଭ ହେବାକୁ ଯାଉଅଛି" କିମ୍ବା, "ପରମେଶ୍ଵର ଶୀଘ୍ର ଏକ ରାଜା ପରି ଶାସନ କରିବେ."