or_obs-tn/content/24/01.md

1.9 KiB

ମରୁପ୍ରାନ୍ତର

ତାହା ହେଉଛି, "ମରୁଭୂମି" କିମ୍ବା, "ଏକ ଅନ୍ତରସ୍ଥ ମରୁଭୂମି ପରି ଅଟେ." ସେହିଠାରେ ଅଳ୍ପ ଲୋକମାନେ ଜୀବନଯାପନ କରୁଥିଲେ.

ବନ୍ୟ ମଧୁ 

ଏହି ମଧୁ ପ୍ରାନ୍ତରରେ ମହୁମାଛିଦ୍ଵାରା ଏକ ପ୍ରାକୃତିକ ଉତ୍ପାଦନ ଥିଲା; ଏହା ଲୋକମାନଙ୍କ ଦ୍ଵାରା ଚାଷ କରାଯାଉ ନଥିଲା ଯଦି ଏହାକୁ ଲୋକମାନେ ଏହି ଶବ୍ଦକୁ "ମଧୁ," ବୋଲି ବୁଝିଅଛନ୍ତି, ଆପଣଙ୍କୁ ଏହାକୁ "ବନ୍ୟ" ବୋଲି କହିବାର ଆବଶ୍ୟକତା ନାହିଁ

ପଙ୍ଗପାଳ 

ଏଗୁଡିକ ବୃହତ୍ ଅଟନ୍ତି, ପର ସହିତ କୀଟ ଅଟନ୍ତି, ଅତି ବୃହତ୍ ଘାସ ପଙ୍ଗପାଳ ପରି . କିଛି ଲୋକମାନେ ଯେଉଁମାନେ ରହୁଥିଲେ, ସେମାନେ ଏହା ଖାଉଥିଲେ.

ଓଟର ଲୋମ 

ଓଟ ଏକ ପଶୁ ଅଟେ ଯାହାର ଅତି ଲମ୍ବା ଖସଡା ଲୋମ ଥାଏ. ଲୋକମାନେ ଏହିଠାରୁ ବସ୍ତ୍ର ତିଆରି କରିଥାନ୍ତି

ଆକାଶ

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "ଖସଡା ପଶୁର ଲୋମ" ।

ଓଟ ଲୋମରୁ ବସ୍ତ୍ର ତିଆରି କରନ୍ତି 

ତାହା ହେଉଛି, "ଓଟର ଲୋମରୁ ମୋଟା ପୋଶାକ ତିଆରି କରିବା" ଏହି ପୋଷାକକୁ ଅନ୍ୟ ପୋଷାକ ପରି ଶୀଘ୍ର ପ୍ରାନ୍ତରରେ .ପିନ୍ଧିପାରିବେ ନାହିଁ