or_obs-tn/content/23/07.md

2.1 KiB

(ଦୂତ ନିରନ୍ତର କଥା କହିଲେ.)

ଲୁଗାରେ ଗୁଡା ହୋଇଥିଲା 

ସରୁ ଲମ୍ବା ଖଣ୍ଡ ଲୁଗାରେ ନବଜାତ ଶିଶୁ ମାନଙ୍କୁ ଦୃଢଭାବରେ ବାନ୍ଧିବା ସେହି ସାର ଏକ ପରମ୍ପରା ଥିଲା ଏହା କହିବାର ଆବଶ୍ୟକ ହୋଇପାରେ, "ସରୁ ଲମ୍ବା ଲୁଗାରେ ଗୁଡାଇବା ଏକ ପାରମ୍ପରିକ ପ୍ରଥା ଥିଲା ."

ଖାଇବା କୁଣ୍ଡରେ 

ତାହା ହେଉଛି , "ପଶୁ ଖୁଆଇବା କୁଣ୍ଡ." ଆପଣ ଏହାକୁ  23-05 ରେ କିପରି ଅନୁବାଦ କରିଅଛନ୍ତି ତାହା ଦେଖନ୍ତୁ ।

ଦୂତଗଣ ସହିତ ପରିପୁର୍ଣ  

ଏହାର ଅର୍ଥ ଯେ ସେହି ସ୍ଥାନରେ କେତେକ ଦୁତମାନେ ଆକାଶରେ ପରିପୁର୍ଣ ହେବାର ଦେଖାଗଲା.

ପରମେଶ୍ଵରଙ୍କୁ ମହିମା 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ , "ଆସ,ଆମ୍ଭେ ସମସ୍ତେ ପରମେଶ୍ଵରଙ୍କୁ ମହିମା ଦେବା!" କିମ୍ବା, "ଆମ୍ଭମାନଙ୍କ ପରମେଶ୍ଵର ସମସ୍ତ ଐଶର୍ଯ୍ୟ ଓ ସମ୍ମାନର ଯୋଗା ଅଟନ୍ତି !" କିମ୍ବା, "ଆମେ ସମସ୍ତେ ପରମେଶ୍ଵରଙ୍କୁ ମହିମା ଦେବା!"

ପୃଥିବୀରେ ଶାନ୍ତି

ଅନ୍ୟପ୍ରକାରେ ଏହା ଏପରି ହୋଇପାରିବ, "ପୃଥିବୀରେ ଶାନ୍ତି ହେଉ"

ଲୋକମାନଙ୍କୁ ସେ ଦୟା ଦେଖାନ୍ତି 

ଏହାକୁ ଅନୁବାଦ କରାଯାଇପାରେ, "ପରମେଶ୍ଵର ଯାହାଙ୍କ ଉପରେ ଦୟା, ସନ୍ତୋଷ କିମ୍ବା ଉତ୍ତମ ଇଚ୍ଛା."ର ସହିତ ଦେଖନ୍ତି"