or_obs-tn/content/23/05.md

1.5 KiB

ରହିବା ନିମନେ ସ୍ଥାନ ନ ଥିଲା  

ତାହା ହେଉଛି, "ରହିବା ନିମନେ ସାଧାରଣ ସ୍ଥାନ ନ ଥିଲା ." କାରଣ ସେତେବେଳେ ବେଥଲିହିମ ଏକ ଜନଗହଳି ସ୍ଥାନ ଥିଲା , ସାଧାରଣ କୋଠରୀ ମଧ୍ୟ କୁଣିଆ ମାନଙ୍କ ଦ୍ଵାରା ପୁର୍ଣ ହୋଇଥିଲା .

ଯେଉଁଠାରେ ପଶୁମାନେ ରହୁଥିଲେ

ଏହା ଏକ ସ୍ଥାନ ଥିଲା ଯେଉଁଠାରେ ପଶୁମାନେ ରହୁଥିଲେ, ଲୋକମାନଙ୍କ ରହିବା ପାଇଁ ଏକ ସ୍ଥାନ ନ ଥିଲା . ଏକ ପଦ ସହିତ ଏହାକୁ ଅନୁବାଦ କର ଯେପରି ସାଧାରଣ ଭାବରେ,ଏକ ସ୍ଥାନକୁ, ଯେଉଁଠାରେ ପଶୁ ଥିଲେ ରଖୁଥିଲେ, ବ୍ୟବହାର କରାଯାଇପାରିବ.

ଖାଇବା କୁଣ୍ଡରେ 

ଏହା ପଶୁମାନଙ୍କର ଖାଇବା ଏକ ବାକ୍ସ ଥିଲା", କିମ୍ବା "କାଠ", କିମ୍ବା ପଶୁମାନଙ୍କୁ ଖୁଆଇବା ପାଇଁ "ପଥର ପେଢି" ପେଢି ଶୁଖିଲା ଘାସରେ ପୁର୍ଣ ହୋଇଥିଲା ଯେପରି ଶିଶୁକୁ ଶୁଆଇବା ନିମନ୍ତେ ଏକ ସମତଳ ଜାଗା କରାଯାଇଥିଲା