7 lines
1.5 KiB
Markdown
7 lines
1.5 KiB
Markdown
|
||
# ରହିବା ନିମନେ ସ୍ଥାନ ନ ଥିଲା
|
||
ତାହା ହେଉଛି, "ରହିବା ନିମନେ ସାଧାରଣ ସ୍ଥାନ ନ ଥିଲା ." କାରଣ ସେତେବେଳେ ବେଥଲିହିମ ଏକ ଜନଗହଳି ସ୍ଥାନ ଥିଲା , ସାଧାରଣ କୋଠରୀ ମଧ୍ୟ କୁଣିଆ ମାନଙ୍କ ଦ୍ଵାରା ପୁର୍ଣ ହୋଇଥିଲା .
|
||
# ଯେଉଁଠାରେ ପଶୁମାନେ ରହୁଥିଲେ
|
||
ଏହା ଏକ ସ୍ଥାନ ଥିଲା ଯେଉଁଠାରେ ପଶୁମାନେ ରହୁଥିଲେ, ଲୋକମାନଙ୍କ ରହିବା ପାଇଁ ଏକ ସ୍ଥାନ ନ ଥିଲା . ଏକ ପଦ ସହିତ ଏହାକୁ ଅନୁବାଦ କର ଯେପରି ସାଧାରଣ ଭାବରେ,ଏକ ସ୍ଥାନକୁ, ଯେଉଁଠାରେ ପଶୁ ଥିଲେ ରଖୁଥିଲେ, ବ୍ୟବହାର କରାଯାଇପାରିବ.
|
||
# ଖାଇବା କୁଣ୍ଡରେ
|
||
ଏହା ପଶୁମାନଙ୍କର ଖାଇବା ଏକ ବାକ୍ସ ଥିଲା", କିମ୍ବା "କାଠ", କିମ୍ବା ପଶୁମାନଙ୍କୁ ଖୁଆଇବା ପାଇଁ "ପଥର ପେଢି" ପେଢି ଶୁଖିଲା ଘାସରେ ପୁର୍ଣ ହୋଇଥିଲା ଯେପରି ଶିଶୁକୁ ଶୁଆଇବା ନିମନ୍ତେ ଏକ ସମତଳ ଜାଗା କରାଯାଇଥିଲା |