9 lines
1.4 KiB
Markdown
9 lines
1.4 KiB
Markdown
|
||
# ସେମାନଙ୍କର ପଶୁପଲ ଜଗୁଥିଲେ
|
||
ଏକ "ପଲ" ମେଷମାନଙ୍କର ଦଳକୁ କୁହାଯାଏ. ମେଷପାଳକଗଣ ସେମାନଙ୍କର ମେଷମାନଙ୍କୁ ଜଗୁଥିଲେ ,ଏବଂ ଘାତ ଏବଂ ଚୋରୀ ହେବାଠାରୁ ସୁରକ୍ଷା ଦେଉଥିଲେ .
|
||
# ତେଜୋମୟ ଏକ ଦୁତ
|
||
ଏହାକୁ ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ “ଉଜ୍ଵଲା ଆଲୋକ ଦ୍ଵାରା ଘେରା ହୋଇଥିବା ଏକ ଦୁତ ” । ତେଜୋମୟ ଆଲୋକ, ରାତ୍ରିର ଅନ୍ଧକାରଠାରୁ ବିପରିତ ଭାବରେ ଆହୁରି ଆଲୋକିତ ହୋଇଥାଏ
|
||
# ସେମାନେ ଭୟଭୀତ ଥିଲେ
|
||
ଅଲୌକିକ ଦୁତମାନଙ୍କର ପ୍ରକାଶନ ଅତିଶୟ ଭୟଙ୍କର ଥିଲା
|
||
# ଭୟ କର ନାହିଁ
|
||
ସବୁ ସମୟରେ ଏହାର ଅର୍ଥ, " ଭୟ କରିବା କରିବା ବନ୍ଦ କର "। ମେଷପାଳକଗଣ ଅତିଶୟ ଭୟଭୀତ ଥିଲେ ଯେତେବେଳେ ସେମାନେ ଏକ ଦୂତଙ୍କୁ ଦେଖିଲେ ତେଣୁ ସେ ସେମାନଙ୍କୁ କହୁଥିଲେ ସେମାନଙ୍କୁ ଭୟ କରିବାର ଆବଶ୍ୟକ ନାହିଁ. |