or_obs-tn/content/23/06.md

1.4 KiB

ସେମାନଙ୍କର ପଶୁପଲ ଜଗୁଥିଲେ  

ଏକ "ପଲ" ମେଷମାନଙ୍କର ଦଳକୁ କୁହାଯାଏ. ମେଷପାଳକଗଣ ସେମାନଙ୍କର ମେଷମାନଙ୍କୁ ଜଗୁଥିଲେ ,ଏବଂ ଘାତ ଏବଂ ଚୋରୀ ହେବାଠାରୁ ସୁରକ୍ଷା ଦେଉଥିଲେ .

ତେଜୋମୟ ଏକ ଦୁତ

ଏହାକୁ ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ “ଉଜ୍ଵଲା ଆଲୋକ ଦ୍ଵାରା ଘେରା ହୋଇଥିବା ଏକ ଦୁତ ” । ତେଜୋମୟ ଆଲୋକ, ରାତ୍ରିର ଅନ୍ଧକାରଠାରୁ ବିପରିତ ଭାବରେ ଆହୁରି ଆଲୋକିତ ହୋଇଥାଏ

ସେମାନେ ଭୟଭୀତ ଥିଲେ

ଅଲୌକିକ ଦୁତମାନଙ୍କର ପ୍ରକାଶନ ଅତିଶୟ ଭୟଙ୍କର ଥିଲା

ଭୟ କର ନାହିଁ

ସବୁ ସମୟରେ ଏହାର ଅର୍ଥ, " ଭୟ କରିବା କରିବା ବନ୍ଦ କର "। ମେଷପାଳକଗଣ ଅତିଶୟ ଭୟଭୀତ ଥିଲେ ଯେତେବେଳେ ସେମାନେ ଏକ ଦୂତଙ୍କୁ ଦେଖିଲେ ତେଣୁ ସେ ସେମାନଙ୍କୁ କହୁଥିଲେ ସେମାନଙ୍କୁ ଭୟ କରିବାର ଆବଶ୍ୟକ ନାହିଁ.