or_obs-tn/content/23/04.md

7 lines
963 B
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

# ଯେତେବେଳେ ମରିୟମଙ୍କୁ ଜନ୍ମ ଦେବାର ସମୟ ପାଖେଇ ଆସିଲା  
ତାହା ହେଉଛି, "ମରିୟମଙ୍କ ଗର୍ଭାବତିର ଅନ୍ତିମ ସମୟ ପାଖେଇ ଆସିଲା."
# ରୋମୀୟ ସରକାର 
ଏହି ସମୟରେ ରୋମ୍ ଇସ୍ରାଏଲ୍ ଉପରେ ବିଜୟ ପାଇ ଶାସନ କରୁଥିଲେ .
# ଏକ ଜନଗଣନା ନିମନ୍ତେ 
ତାହା ହେଉଛି,"ସରକାରଙ୍କ ଲିପିବନ୍ଧ ପାଇଁ ଗଣିତ ହେବା" କିମ୍ବା "ଏକ ତାଲିକାରେ ସରକାର ସେମାନଙ୍କର ନାମ ଲେଖିବେ, " ସରକାର ଦ୍ଵାରା ଗଣିତ ହେବେ" ଏହି ଜନଗଣନା ହୁଏତ ସମସ୍ତ ଲୋକମାନଙ୍କୁ କର ଦେବାର ଉଦ୍ଦେଶ୍ୟ ଥିଲା.