or_obs-tn/content/23/04.md

963 B

ଯେତେବେଳେ ମରିୟମଙ୍କୁ ଜନ୍ମ ଦେବାର ସମୟ ପାଖେଇ ଆସିଲା  

ତାହା ହେଉଛି, "ମରିୟମଙ୍କ ଗର୍ଭାବତିର ଅନ୍ତିମ ସମୟ ପାଖେଇ ଆସିଲା."

ରୋମୀୟ ସରକାର 

ଏହି ସମୟରେ ରୋମ୍ ଇସ୍ରାଏଲ୍ ଉପରେ ବିଜୟ ପାଇ ଶାସନ କରୁଥିଲେ .

ଏକ ଜନଗଣନା ନିମନ୍ତେ 

ତାହା ହେଉଛି,"ସରକାରଙ୍କ ଲିପିବନ୍ଧ ପାଇଁ ଗଣିତ ହେବା" କିମ୍ବା "ଏକ ତାଲିକାରେ ସରକାର ସେମାନଙ୍କର ନାମ ଲେଖିବେ, " ସରକାର ଦ୍ଵାରା ଗଣିତ ହେବେ" ଏହି ଜନଗଣନା ହୁଏତ ସମସ୍ତ ଲୋକମାନଙ୍କୁ କର ଦେବାର ଉଦ୍ଦେଶ୍ୟ ଥିଲା.