or_obs-tn/content/23/01.md

11 lines
2.7 KiB
Markdown

# ସେ ଜାଣିଥିଲେ ତାହାତାଙ୍କ ଶିଶୁ ସନ୍ତାନ ନ ଥିଲା,
ତାହା ହେଉଛି, "ସେ ଜାଣିଥିଲେ ଯେ ସେ ତାଙ୍କୁ ଗର୍ଭବତୀ ହେବାର କାରଣ ନୁହନ୍ତି."
# ମରିୟମଙ୍କୁ ଲଜ୍ଜିତ 
ତାହା ହେଉଛି , "ମରିୟମଙ୍କୁ ଜନସାଧାରଣ ମଧ୍ୟରେ ଲଜ୍ଜିତ କରିବା." କିମ୍ବା "ମରିୟମଙ୍କୁ ସର୍ବସାଧାରଣ ସମ୍ମୁଖରେ ସମସ୍ୟାରେ ପକାଇବା" ଯୋଶେଫ ମରିୟମଙ୍କ ପ୍ରତି ଦୟବନ୍ତ ଥିଲେ , ଯଦିଓ ସେ ଏକ ବ୍ୟଭିଚାରିଣୀ ପରି ଦେଖାଗଲେ.
# ସେ ଗୁପ୍ତରେ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ
ଏହାକୁ ଏପରିଭାବରେ ଅନୁବାଦ କରାଯାଇପାରେ, "ସେ ଅନ୍ୟମାନଙ୍କୁ କାରଣ ନ କହି ତାହାଙ୍କୁ ଛାଡିବାକୁ ଚାହୁଁଥିଲେ," କିମ୍ବା, "ସେ ଅନ୍ୟମାନଙ୍କୁ ତାହାର ଗର୍ଭ ବିଷୟରେ ନ ଜଣାଇ ତାହାଙ୍କୁ ଛାଡବାକୁ ଯୋଜନା କରିଥିଲେ ଯେହେତୁ ଯୋଶେଫ ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ସେ ଏହି ପରିସ୍ଥିତିକୁ ଉତମ ଭାବରେ ସମାଧାନ କରିବାକୁ ଚାହିଁଲେ, ଯାହା ତାଙ୍କ ପରମ୍ପରା ଅନୁସାରେ ଗୁପ୍ତରେ ତାହାଙ୍କୁ ଛାଡପତ୍ର ଦିଆଯିବାର ପ୍ରକ୍ରିୟା ହୋଇପାରେ.
# ଛାଡପତ୍ର ଦେବା
କେତେକ ଭାଷାଗୁଡିକରେ ଏହିପରି କହିବା ଅଧିକ ଉତ୍ତମ ହେବ “ସେମାନଙ୍କ ବିବାହ ନିର୍ବନ୍ଧ ଭାଙ୍ଗିଗଲା ।” ଯୋଶେଫ ଓ ମରିୟମ ନିର୍ବନ୍ଧ ହୋଇଥିଲେ କିମ୍ବା, " ବିବାହ କରିବା ପାଇଁ ସମ୍ମତ ଦେଇଥିଲେ ." କିନ୍ତୁ ଯିହୁଦୀମାନଙ୍କ ପରମ୍ପରା ଅନୁସାରେ ବିବାହ ନିର୍ବନ୍ଧ ସମାପ୍ତ କରିବା ପାଇଁ ଛାଡପତ୍ର ଦେବାର ଆବଶ୍ୟକ ଥିଲା
# ସ୍ଵପ୍ନରେ 
ତାହା ହେଉଛି, "ଯେତେବେଳେ ସେ ଥିଲା ନିଦ୍ରାରେ ଥିଲେ ଏବଂ ସ୍ବପ୍ନ ଦେଖୁଥିଲେ."