or_obs-tn/content/22/06.md

1.6 KiB

ଇଲିଶାବେଥ

ଇଲିଶାବେଥ ବିଷୟରେ ଟିପ୍ପଣୀକୁ ଦେଖନ୍ତୁ 22-04.

ସଙ୍ଗେ ସଙ୍ଗେ ଇଲିଶାବେଥ ମରିୟମଙ୍କ ସମ୍ବୋଧନ ଶୁଣିବା ମାତ୍ରେ 

କିଛି ଭାଷା ନିମନ୍ତେ ଏହାକୁ ଉତ୍ତମ ଭାବରେ କହିପାରିବା, "ମରିୟମ ଇଲିଶାବେଥଙ୍କୁ ସମ୍ବୋଧନ କଲା ମାତ୍ରେ ଇଲିଶାବେଥ୍ ତାହାଙ୍କୁ ଶୁଣିଲେ ."

ସନ୍ତାନ ତାଙ୍କ ଭିତରେ ଉଛୁଳି ଉଠିଲା 

ଇଲିଶାବେଥ ମରିୟମଙ୍କ ଅଭିନନ୍ଦନ ଶୁଣିଲା ମାତ୍ରେ ଇଲିଶଆବେଥଙ୍କ ଗର୍ଭରେ ଥିବା ଶିଶୁଟି ଉଛୁଳି ଉଠିଲା

ଯାହା ପରମେଶ୍ଵର ସେମାନଙ୍କ ନିମନ୍ତେ କରିଥିଲେ

ଏହା ସେହି ସତ୍ୟକୁ ବୁଝାଏ ଯେ ଉଭୟ ସ୍ତ୍ରୀମାନେ ପରମେଶ୍ଵରଙ୍କ ଅଲୌକିକ ଶକ୍ତି ଦ୍ଵାରା ଗର୍ଭାବତୀ ହୋଇଥିଲେ ମରିୟମ ବିନା ପୁରୁଷଙ୍କ ଦ୍ବାରା ଗର୍ଭବତୀ ବୋଇଥିଲେ, ଏବଂ ଇଲିଶାବେଥ ଯିଖରୀୟଙ୍କ ଦ୍ଵାରା ଗର୍ଭବତୀ ହୋଇଥିଲେ ଯେତେବେଳେ ସନ୍ତାନ ଜାତ କରିବା ପାଇଁ ତାଙ୍କୁ ଅଧିକ ବୟସ ହୋଇଥିଲା .