or_obs-tn/content/20/06.md

713 B

ସାମ୍ରାଜ୍ୟ

ଆପଣ ଏହାକୁ 20-02 ରେ କିପରି ଅନୁବାଦ କରିଅଛନ୍ତି ତାହା ଦେଖନ୍ତୁ ।

ସହମ୍ମତି ହେଲେ  

ଯିହୂଦା ରାଜା ବାବିଲୋନର ରାଜାକୁ ସେବା କରିବା କିମ୍ବା ବିନାଶ ହେବାକୁ ବାଧ୍ୟ କଲେ ।

ନବୂଖଦ୍‍ନିତ୍ସରଙ୍କ ଦାସ ହେବା 

ଏହା ଏହିପରି ଭାବେ ଅନୁବାଦ କରାଯାଇପାରେ,'' ଯିହୂଦାକୁ ନବୂଖଦ୍‍ନିତ୍ସରଙ୍କ ଆଦେଶରେ ଶାସନ କରିକୁ"।