or_obs-tn/content/20/02.md

672 B

ଉଭୟ ରାଜ୍ୟଗୁଡିକ 

ଏହା ଉଭୟ ରାଜ୍ୟ ଯିହୂଦା ଓ ଇସ୍ରାଏଲ କୁ ସୁଚିତ କରେ ''।

ସାମ୍ରାଜ୍ୟ 

ଏକ ଦେଶକୁ ଏକ "ସାମ୍ରାଜ୍ୟ"କୁହାଯାଏ ଯେତେବେଳେ ତାହା ଅନ୍ୟ ଦେଶ ଉପରେ ରାଜତ୍ଵ କରିବାକୁ ଯଥେଷ୍ଠ ଶକ୍ତିଶାଳୀ ଥିଲା ।

ଦୁରକୁ ନେଲେ 

ତାହା ଅଟେ , "ଚୋରୀ କଲେ"। ସେମାନେ ମୁଲ୍ୟବାନ ବିଷୟକୁ ଚୋରୀ କରି ଆସିରୀୟକୁ ନେଲେ ।