9 lines
1.2 KiB
Markdown
9 lines
1.2 KiB
Markdown
|
||
# ବାଲକୁ ପ୍ରାଥର୍ନା କଲେ
|
||
ବାଲର ଭବିଷ୍ୟତବକ୍ତା ବାଲକୁ ବଲିଦାନ କରିବାକୁ ପ୍ରସ୍ତୁତ କରିଥିବା ଷଣ୍ଢଉପରେ ନିଆଁ ପଠେଇବା ନିମନ୍ତେ ହହିଲେ ।
|
||
# ଚିତ୍କାର କରି କହିଲେ
|
||
ସେମାନେ ଚିତ୍କାର କଲେ କିମ୍ବା ବାଲକୁ ଚିତ୍କାର କରି ଡାକିଲେ ।
|
||
# ନିଜକୁ ଛୁରୀରେ କାଟିଲେ
|
||
ସେମାନେ ନିଜକୁ ଛୁରୀରେ ଘାଇଲା କଲେ ସେମାନଙ୍କର ଭକ୍ତିକୁ ବାଲ୍କୁ ଦେଖାଇବାକୁ ,ସେମାନଙ୍କୁ ଶୁଣିବା ପାଇଁ ଏହା ତାହାକୁ ରାଜି କରିବ ବୋଲି ।
|
||
# ସେଠାରେ ଉତ୍ତର ନ ଥିଲା
|
||
ସେହିଠାରେ କୌଣସି ଉତ୍ତର ଥିଲା ନାହିଁ ସେମାନଙ୍କ ଚିତ୍କାର ସତ୍ତ୍ୱେ,ଏବଂ ବଳିଦାନକୁ ଜଳାଇବା ନିମନ୍ତେ ନିଆଁ ଅସିଲାନାହିଁ । |