or_obs-tn/content/19/08.md

1.2 KiB

ବାଲକୁ ପ୍ରାଥର୍ନା କଲେ  

ବାଲର ଭବିଷ୍ୟତବକ୍ତା ବାଲକୁ ବଲିଦାନ କରିବାକୁ ପ୍ରସ୍ତୁତ କରିଥିବା ଷଣ୍ଢଉପରେ ନିଆଁ ପଠେଇବା ନିମନ୍ତେ ହହିଲେ ।

ଚିତ୍କାର କରି କହିଲେ 

ସେମାନେ ଚିତ୍କାର କଲେ କିମ୍ବା ବାଲକୁ ଚିତ୍କାର କରି ଡାକିଲେ ।

ନିଜକୁ ଛୁରୀରେ କାଟିଲେ 

ସେମାନେ ନିଜକୁ ଛୁରୀରେ ଘାଇଲା କଲେ ସେମାନଙ୍କର ଭକ୍ତିକୁ ବାଲ୍‍କୁ ଦେଖାଇବାକୁ ,ସେମାନଙ୍କୁ ଶୁଣିବା ପାଇଁ ଏହା ତାହାକୁ ରାଜି କରିବ ବୋଲି ।

ସେଠାରେ ଉତ୍ତର ନ ଥିଲା 

ସେହିଠାରେ କୌଣସି ଉତ୍ତର ଥିଲା ନାହିଁ ସେମାନଙ୍କ ଚିତ୍କାର ସତ୍ତ୍ୱେ,ଏବଂ ବଳିଦାନକୁ ଜଳାଇବା ନିମନ୍ତେ ନିଆଁ ଅସିଲାନାହିଁ ।