or_obs-tn/content/19/06.md

2.0 KiB

କର୍ମିଲ୍ ପର୍ବତ

19-05 କିପରି ଅନୁବାଦ ହୋଇଛି ତାହା ଦେଖନ୍ତୁ ।

କେତେ ସମୟ ପର୍ଯ୍ୟନ୍ତ ତୁମେ କରିବ 

ଏହା ଏକ ବାସ୍ତବିକ ପ୍ରଶ୍ନ ନୁହେଁ ଯାହା ସୁଚନା ପାଇଁ ପଚରାଯାଏ । ଏଲୀୟ ଇସ୍ରାଏଲମାନଙ୍କୁ ଭର୍ତ୍ସନା କରୁଥିଲେ ସେମାନଙ୍କର ସବୁବେଳେ ମନ ପରିବର୍ତ୍ତନଶୀଳ ବିଷୟରେ , ସେମାନେ ସଦାପରଭୁଙ୍କୁ ଉପାସନା କରିବେ ନା ବୋଲି । କିଛି ଭାଷାରେ ଏହି ଉକ୍ତିକୁ ଏହିପରି ଭାବରେ ପ୍ରକାଶ କରିବାକୁ ପଡିବ,''କାହାକୁ ଉପାସନା କରିଵ ବଲି ତୁମର ମନ ପରିବର୍ତ୍ତନ କରିବା ବନ୍ଦ କର'' ।

ଯଦି ସଦାପ୍ରଭୁ ପରମେଶ୍ଵର ଅଟନ୍ତି…ଯଦି ବାଲ୍ ପରମେଶ୍ଵର ଅଟନ୍ତି 

ଏହାର ଅର୍ଥ ନୁହେଁ ଯେ ଏଲୀୟ ଅନିର୍ଣୀତ ଥିଲା । ସେ ଜାଣିଥିଲେ ଯେ ସଦାପ୍ରଭୁ ହିଁ ପ୍ରକୃତ ପରମେଶ୍ଵର ଅଟନ୍ତି । ଯେତେବେଳେ ଲୋକମାନେ ମିଥ୍ୟା ଦେବତାମାନଙ୍କୁ ଉପାସନା କରନ୍ତି ସେତେବେଳେ ସେମାନେ ସଦାପ୍ରଭୁ ହିଁ ଏକମାତ୍ର ସତ୍ୟ ପରମେଶ୍ଵର ବଲି ଅସ୍ୱୀକାର କରନ୍ତି ତାହା ସେମାନେ ବୁଝନ୍ତୁ ବଲି ସେ ଚାହୁଁଥିଲେ । ଏହା ଏହିପରି ଅନୁବାଦ କର ଯାହା ଦେଖାଇବ ଯେ ଲୋକମାନଙ୍କୁ ଏକ ଚୟନ କରିବାର ଥିଲା ।