or_obs-tn/content/19/05.md

1.3 KiB

ଆହାବଙ୍କ ସହିତ କୁହ କାରଣ ସେ ପଠାଇବାକୁ ଯାଉଥିଲେ  

ଏହି ଏହିପରି ଅନୁବାଦ କରାଯାଇପାରେ,''ଆହାବଙ୍କୁ କୁହ ଯେ ପରମେଶ୍ଵର ପଠାଇବାକୁ ଯାଉଥିଲେ" ।

ତୁମକୁ ସମସ୍ୟା ସୃଷ୍ଟିକାରୀ 

ଏହା ଅର୍ଥ, "ତୁମେ ଏକ ସମସ୍ୟା ସୃଷ୍ଟିକାରୀ!" ଆହାବ ଏଲୀୟଙ୍କୁ ଦୋଷ ଦେବା ସହିତ କହୁଥିଲେ ଯେ ସେ ବର୍ଷା ବନ୍ଦ କରି ଭୁଲ୍ କରଅଛନ୍ତି ବୋଲି ।

ତୁମେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛ 

ଏହା ଅଟେ,'' ଆହାବ ଇସ୍ରାଏଲଙ୍କୁ ସଦାପ୍ରଭୁଙ୍କର ଉପାସନା ନ କରିବାକୁ ଏବଂ ଆଜ୍ଞା ପାଳନ ନ କରିବା କଢାଇ ନେଇଥିଲେ ।

ପର୍ବତ କର୍ମିଲ 

ଇସ୍ରାଏଲର ଉତ୍ତର ପୂର୍ବରେ ଥିବା ଏକ ପର୍ବତର ନାମ'' କର୍ମିଲ ପର୍ବତ ଅଟେ'' । ଏହାର ଉଚ୍ଚତା 500 ମିଟରରୁ ଉପର