9 lines
1.3 KiB
Markdown
9 lines
1.3 KiB
Markdown
|
||
# ଆହାବଙ୍କ ସହିତ କୁହ କାରଣ ସେ ପଠାଇବାକୁ ଯାଉଥିଲେ
|
||
ଏହି ଏହିପରି ଅନୁବାଦ କରାଯାଇପାରେ,''ଆହାବଙ୍କୁ କୁହ ଯେ ପରମେଶ୍ଵର ପଠାଇବାକୁ ଯାଉଥିଲେ" ।
|
||
# ତୁମକୁ ସମସ୍ୟା ସୃଷ୍ଟିକାରୀ
|
||
ଏହା ଅର୍ଥ, "ତୁମେ ଏକ ସମସ୍ୟା ସୃଷ୍ଟିକାରୀ!" ଆହାବ ଏଲୀୟଙ୍କୁ ଦୋଷ ଦେବା ସହିତ କହୁଥିଲେ ଯେ ସେ ବର୍ଷା ବନ୍ଦ କରି ଭୁଲ୍ କରଅଛନ୍ତି ବୋଲି ।
|
||
# ତୁମେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛ
|
||
ଏହା ଅଟେ,'' ଆହାବ ଇସ୍ରାଏଲଙ୍କୁ ସଦାପ୍ରଭୁଙ୍କର ଉପାସନା ନ କରିବାକୁ ଏବଂ ଆଜ୍ଞା ପାଳନ ନ କରିବା କଢାଇ ନେଇଥିଲେ ।
|
||
# ପର୍ବତ କର୍ମିଲ
|
||
ଇସ୍ରାଏଲର ଉତ୍ତର ପୂର୍ବରେ ଥିବା ଏକ ପର୍ବତର ନାମ'' କର୍ମିଲ ପର୍ବତ ଅଟେ'' । ଏହାର ଉଚ୍ଚତା 500 ମିଟରରୁ ଉପର |