or_obs-tn/content/19/01.md

5 lines
933 B
Markdown

# ଇତିହାସର ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ 
ଏହା ପ୍ରକାଶନ ଅର୍ଥ ଏହା ଯେ ଯେତେ ବର୍ଷ ଯିହୁଦା ଓ ଇସ୍ରାଏଲ ଅସ୍ତିତ୍ୱ ଥିଲେ ସେତେବେଳେ ପରମେଶ୍ଵର ଅନେକ ଭାବବାଦୀଗଣଙ୍କୁ ଅନେକ ଅନେକ ସମୟ ସମୟରେ ପ୍ରେରଣ କରିଥିଲେ ।
# ଇସ୍ରାୟେଲୀୟମାନେ 
ଏହା ଏହିପରି ଅନୁବାଦ କରାଯାଇପାରେ,''ଇସ୍ରାଏଲ ଓ ଯିହୂଦାର ରାଜ୍ୟ ଗୁଡିକ"। ଯାକୁବଙ୍କର ସମସ୍ତ ସନ୍ତାନମାନେ,ଯିହୁଦା ରାଜ୍ୟ ସମେତ ସେମାନଙ୍କୁ ନିରନ୍ତର ''ଇସ୍ରାୟେଲୀୟମାନେ" ବୋଲି ଡକାଗଲା ।