7 lines
1.0 KiB
Markdown
7 lines
1.0 KiB
Markdown
|
||
# ଦାଉଦ ନ୍ୟାୟ ଓ ବିଶ୍ଵସ୍ତତା ସହ ବହୁତ ବର୍ଷ ଧରି ଶାସନ କଲେ
|
||
ଏହା ଏହିପରି ଅନୁବାଦ କରାଯାଇପାରେ,''ଯେତେବେଳେ ଦାଉଦ ଲୋକମାନଙ୍କୁ ଶାସନ କଲେ,ଅନେକ ବର୍ଷ ଧରି ସେ ଯାହା ଉତ୍ତମ ଓ ଠିକ୍ ଥିଲା କଲେ, ଏବଂ ସେ ପରମେଶ୍ଵରଙ୍କ ପ୍ରତି ବିଶ୍ଵସ୍ତ ଥିଲେ" ।
|
||
# ତାଙ୍କ ଜୀବନର ଶେଷ ସମୟରେ
|
||
ଏହା ଏହିପରି ଅନୁବାଦ କରାଯାଇପାରେ.''ଯେତେବେଳେ ଦାଉଦ ଅଧିକ ବୃଦ୍ଧ ହେଲେ " କିମ୍ବା "ଦାଉଦଙ୍କ ଜୀବନର ଶେଷରେ" ।
|
||
# ଭୟଙ୍କର ପାପ କଲେ
|
||
ଏହା ଅଟେ, " ଅତି ମନ୍ଦଭାବେ ପାପ କଲେ" । ଦାଉଦଙ୍କ ପାପ ବିଶେଷ ଭାବେ ମନ୍ଦ ଥିଲା । |