or_obs-tn/content/17/09.md

1.0 KiB

ଦାଉଦ ନ୍ୟାୟ ଓ ବିଶ୍ଵସ୍ତତା ସହ ବହୁତ ବର୍ଷ ଧରି ଶାସନ କଲେ 

ଏହା ଏହିପରି ଅନୁବାଦ କରାଯାଇପାରେ,''ଯେତେବେଳେ ଦାଉଦ ଲୋକମାନଙ୍କୁ ଶାସନ କଲେ,ଅନେକ ବର୍ଷ ଧରି ସେ ଯାହା ଉତ୍ତମ ଓ ଠିକ୍ ଥିଲା କଲେ, ଏବଂ ସେ ପରମେଶ୍ଵରଙ୍କ ପ୍ରତି ବିଶ୍ଵସ୍ତ ଥିଲେ" ।

ତାଙ୍କ ଜୀବନର ଶେଷ ସମୟରେ 

ଏହା ଏହିପରି ଅନୁବାଦ କରାଯାଇପାରେ.''ଯେତେବେଳେ ଦାଉଦ ଅଧିକ ବୃଦ୍ଧ ହେଲେ " କିମ୍ବା "ଦାଉଦଙ୍କ ଜୀବନର ଶେଷରେ" ।

ଭୟଙ୍କର ପାପ କଲେ  

ଏହା ଅଟେ, " ଅତି ମନ୍ଦଭାବେ ପାପ କଲେ" । ଦାଉଦଙ୍କ ପାପ ବିଶେଷ ଭାବେ ମନ୍ଦ ଥିଲା ।