or_obs-tn/content/16/14.md

1.3 KiB

ପରମେଶ୍ଵର ମିଦିୟନୀୟମାନଙ୍କୁ ଦ୍ଵନ୍ଦରେ ପକାଇଲେ 

ପରମେଶ୍ଵର ମିଦିୟନମାନଙ୍କୁ ଦ୍ଵନ୍ଦ ଘଟାଇଲେ । ସେମାନେ ଇସ୍ରାଏଲମାନଙ୍କୁ ଆକ୍ରମଣ କରିବୁ ଯୋଜନା କଲେ, କିନ୍ତୁ ବଦଳରେ, ସେମାନେ ପରସ୍ପରକୁ ଆକ୍ରମଣ କଲେ ।

ବାକି ଇସ୍ରାଏଲମାନେ

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି,''ଅନେକ ଇସ୍ରାଏଲର ଲୋକମାନେ''। ଏହା ପୁର୍ବରୁ ଗୃହକୁ ଫେରିଥିବା ସୈନ୍ୟମାନଙ୍କୁ ସୁଚିତ୍ କରେ 16-10.

ଡକା ଯାଇଥିଲେ 

ଏହା ହେଉଅଛି, "ଡ଼କାଯାଇଥିଲେ'' କିମ୍ବା''ଡକାଇ ପଠା ଆଣିଥିଲେ'' । ଏହି ବାକ୍ୟକୁ ଏହିପରି ମଧ୍ୟ ଅନୁବାଦ କରାଯାଇପାରିବ,''ଗିଦିୟୋନ ଦୁତମାନଙ୍କୁ ଅନେକ ଇସ୍ରାଏଲୀୟମାନଙ୍କୁ ଘରୁ ଡାକି ଆଣିବା ପାଇଁ ପଠାଇଲେ ।