or_obs-tn/content/16/10.md

1.5 KiB

32,000 ଇସ୍ରାଏଲୀୟ ସୈନ୍ୟମାନେ ଗିଦିୟୋନ ନିକଟକୁ ଆସିଲେ 

କିଛି ଭାଷାର କାହାଣୀର ଆରମ୍ଭରେ ନିମ୍ନଲିଖିତ ବାକ୍ୟ ଗୁଡିକୁ ଅନୁସ୍ତାପିତ କରି ପାରେ । "ଗିଦିୟୋନ ଇସ୍ରାଏଲୀୟଙ୍କୁ କହିଲେ ମିଦିୟୋନୀୟମାନଙ୍କ ବିରୋଧରେ ଆସି ଲଢେଇ କରିବାକୁ" । ଦେଖି 16-08.

ଅନେକ 

ଏହା ଯୁଦ୍ଧ କରିବାକୁ ପରମେଶ୍ଵରଙ୍କର ଆବଶ୍ୟକତା ଠାରୁ ଅଧିକ ସୈନ୍ୟମାନେ ଥିଲେ । ଯଦି ଯେ ଅନେକ ସେନା ଯୁଦ୍ଧ କଲେ ଓ ବିଜୟ ପାଇଲେ, ସେମାନେ ଭାବିଥିବେ ଯେ ସେମାନେ ନିଜ ଶକ୍ତି ଦେଇ ବିଜୟ ପାଇଲେ,ଏବଂ , ସେମାନେ ଜାଣି ପାରିବେନି ଯେ ପରମେଶ୍ଵର ତାହା କରୁଥିଲେ ବୋଲି ।

300 ସୈନ୍ୟମାନଙ୍କ ବ୍ୟତିତ 

ଏହି ବାକ୍ୟ ଅନୁବାଦ ହୋଇପାରେ ଯେପରି,''ତେଣୁ ଗିଦିୟୋନ ଅନୁମତି ଦେଲେ କେବଳ 300 ପୁରୁଷଙ୍କୁ ରହିବା ପାଇଁ, ଓ ଅବଶିଷ୍ଟାଂଶ ଲୋକମାନେ ଗୃହକୁ ଗଲେ" ।