or_obs-tn/content/16/08.md

1.9 KiB

ଇସ୍ରାଏଲୀୟମାନଙ୍କ ଠାରୁ ପୂର୍ନବାର ଚୋରୀ କରିବାକୁ ଆସିଲେ  

ଏହା ଏହିପରି ଅନୁବାଦ କରାଯାଇପାରିବ, "ପୂନର୍ବାର ଇସ୍ରାଏଲୀୟ ଦେଶକୁ ଚୋରି କରିବାକୁ ଆସିଲେ'' ।

ସେମାନେ ଗଣନା କରି ପାରିଲେ ନାହିଁ 

ଏହା ଏହିପରି ଅନୁବାଦ କରାଯାଇ ପାରିବ,'' ମିଦିୟୋନୀୟ ମାନଙ୍କ ସଂଖ୍ୟା ଗଣନାରେ ଅଧିକ ଥିଲା''କିମ୍ବା'' "ତାହା ସମସ୍ତ ମିଦିୟୋନୀୟମାନଙ୍କ ସଂଖ୍ୟା ଗଣନା କରିବା ଅତି କଷ୍ଟକର ହେବ '' ।

ଦୁଇଗୋଟି ଚିହ୍ନଗୁଡିକ ପାଇଁ 

ଏହା ଏହିପରି ଅନୁବାଦ କରାଯାଇ ପାରିବ ,''ଦୁଇଗୋଟି ଆଶ୍ଚର୍ଯ୍ୟକର୍ମ କରିବାକୁ " କିମ୍ବା'' "ଦୁଇଗୋଟି ଅସମ୍ଭବ ବିଷୟକୁ ଘଟାଇବାକୁ" ।

ଯେ ପରମେଶ୍ଵର ତାହାକୁ ବ୍ୟବହାର କରିବେ  

ଏହା ଏହିପରି ଅନୁବାଦ କରାଯାଇ ପାରିବ,''ପରମେଶ୍ଵର ତାଙ୍କୁ ଯୋଗ୍ୟ କରିବେ ''କିମ୍ବା' ପରମେଶ୍ଵର ତାଙ୍କୁ ସାହାଯ୍ୟ କରିବେ" କିମ୍ବା " ପରମେଶ୍ଵର ତାଙ୍କୁ ଡାକୁଥିଲେ." ।

ଇସ୍ରାଏଲକୁ ରକ୍ଷା କରିବାକୁ  

ଏହାକୁ ଏହିପରି ଅନୁବାଦ କରା ଯାଇପାରେ,;; ମିଦିୟୋନିୟମାନଙ୍କ ଠାରୁ ଇସ୍ରାଏଲକୁ ଉଦ୍ଧାର କରିବା ପାଇଁ ।