11 lines
1.9 KiB
Markdown
11 lines
1.9 KiB
Markdown
|
||
# ଇସ୍ରାଏଲୀୟମାନଙ୍କ ଠାରୁ ପୂର୍ନବାର ଚୋରୀ କରିବାକୁ ଆସିଲେ
|
||
ଏହା ଏହିପରି ଅନୁବାଦ କରାଯାଇପାରିବ, "ପୂନର୍ବାର ଇସ୍ରାଏଲୀୟ ଦେଶକୁ ଚୋରି କରିବାକୁ ଆସିଲେ'' ।
|
||
# ସେମାନେ ଗଣନା କରି ପାରିଲେ ନାହିଁ
|
||
ଏହା ଏହିପରି ଅନୁବାଦ କରାଯାଇ ପାରିବ,'' ମିଦିୟୋନୀୟ ମାନଙ୍କ ସଂଖ୍ୟା ଗଣନାରେ ଅଧିକ ଥିଲା''କିମ୍ବା'' "ତାହା ସମସ୍ତ ମିଦିୟୋନୀୟମାନଙ୍କ ସଂଖ୍ୟା ଗଣନା କରିବା ଅତି କଷ୍ଟକର ହେବ '' ।
|
||
# ଦୁଇଗୋଟି ଚିହ୍ନଗୁଡିକ ପାଇଁ
|
||
ଏହା ଏହିପରି ଅନୁବାଦ କରାଯାଇ ପାରିବ ,''ଦୁଇଗୋଟି ଆଶ୍ଚର୍ଯ୍ୟକର୍ମ କରିବାକୁ " କିମ୍ବା'' "ଦୁଇଗୋଟି ଅସମ୍ଭବ ବିଷୟକୁ ଘଟାଇବାକୁ" ।
|
||
# ଯେ ପରମେଶ୍ଵର ତାହାକୁ ବ୍ୟବହାର କରିବେ
|
||
ଏହା ଏହିପରି ଅନୁବାଦ କରାଯାଇ ପାରିବ,''ପରମେଶ୍ଵର ତାଙ୍କୁ ଯୋଗ୍ୟ କରିବେ ''କିମ୍ବା' ପରମେଶ୍ଵର ତାଙ୍କୁ ସାହାଯ୍ୟ କରିବେ" କିମ୍ବା " ପରମେଶ୍ଵର ତାଙ୍କୁ ଡାକୁଥିଲେ." ।
|
||
# ଇସ୍ରାଏଲକୁ ରକ୍ଷା କରିବାକୁ
|
||
ଏହାକୁ ଏହିପରି ଅନୁବାଦ କରା ଯାଇପାରେ,;; ମିଦିୟୋନିୟମାନଙ୍କ ଠାରୁ ଇସ୍ରାଏଲକୁ ଉଦ୍ଧାର କରିବା ପାଇଁ । |