9 lines
1.4 KiB
Markdown
9 lines
1.4 KiB
Markdown
|
||
# ଚିହ୍ନ
|
||
ଏହାକୁ ଏହିଭାବରେ ଅନୁବାଦ କରା ଯାଇପାରେ,'' ଚମତ୍କାର'' କିମ୍ବା''ଅସମ୍ଭବ ବିଷୟ''।
|
||
# ମେଷ ଚମଡା
|
||
ଏହା ଏକ ମେଷର ଚର୍ମ ସମସ୍ତ ପଶୁ ସହିତ । ପଶମ ବହୁତ ପତଳା ଏବଂ କୁଞ୍ଚିତ କେଶ ଯାହା ଅଧିକ ମାତ୍ରରେ ଜଳକୁ ରଖିପାରିବ । ଏହାକୁ ଅନୁବାଦ କର ତେଣୁ ଏହା ବୁଝା ପଡ଼ିବ ଯେ ଲୋମ ମୋଟା ଓ ନରମ କେଶରେ ଆଚ୍ଛାଦିତ ହୋଇଅଛି ।
|
||
# ପାହାନ୍ତିଆ କାକର
|
||
ଏହା ଅନୁବାଦ କରାଯାଇପାରେ,'' ପାହାନ୍ତିଆ କାକର ଦେଖାଅ" କିମ୍ବା "କାକର''ଭୋର୍ ସକାଳେ ଯେଉଁ କାକର ବୁନ୍ଦ ପଡ଼େ ତାହାକୁ ବୁଝାଏ । ସ୍ଵଭାବିକ ଭାବରେ ଶିଶିର ସମସ୍ତ ବିଷୟକୁ ସମାନ ଭାବରେ ଆଚ୍ଛାଦିତ କରିଥାଏ ।
|
||
# ପରମେଶ୍ଵର ତାହା କଲେ
|
||
ଏହା ଏହିପରି ଅନୁବାଦ କରାଯାଇପାରେ,''ପରମେଶ୍ଵରଙ୍କୁ ଯାହା ଗିଦିୟୋନ କରିବାକୁ କହିଲେ ସେ କରିଲେ" । |