or_obs-tn/content/16/09.md

1.4 KiB

ଚିହ୍ନ

ଏହାକୁ ଏହିଭାବରେ ଅନୁବାଦ କରା ଯାଇପାରେ,'' ଚମତ୍କାର'' କିମ୍ବା''ଅସମ୍ଭବ ବିଷୟ''।

ମେଷ ଚମଡା 

ଏହା ଏକ ମେଷର ଚର୍ମ ସମସ୍ତ ପଶୁ ସହିତ । ପଶମ ବହୁତ ପତଳା ଏବଂ କୁଞ୍ଚିତ କେଶ ଯାହା ଅଧିକ ମାତ୍ରରେ ଜଳକୁ ରଖିପାରିବ । ଏହାକୁ ଅନୁବାଦ କର ତେଣୁ ଏହା ବୁଝା ପଡ଼ିବ ଯେ ଲୋମ ମୋଟା ଓ ନରମ କେଶରେ ଆଚ୍ଛାଦିତ ହୋଇଅଛି ।

ପାହାନ୍ତିଆ କାକର  

ଏହା ଅନୁବାଦ କରାଯାଇପାରେ,'' ପାହାନ୍ତିଆ କାକର ଦେଖାଅ" କିମ୍ବା "କାକର''ଭୋର୍ ସକାଳେ ଯେଉଁ କାକର ବୁନ୍ଦ ପଡ଼େ ତାହାକୁ ବୁଝାଏ । ସ୍ଵଭାବିକ ଭାବରେ ଶିଶିର ସମସ୍ତ ବିଷୟକୁ ସମାନ ଭାବରେ ଆଚ୍ଛାଦିତ କରିଥାଏ ।

ପରମେଶ୍ଵର ତାହା କଲେ 

ଏହା ଏହିପରି ଅନୁବାଦ କରାଯାଇପାରେ,''ପରମେଶ୍ଵରଙ୍କୁ ଯାହା ଗିଦିୟୋନ କରିବାକୁ କହିଲେ ସେ କରିଲେ" ।